View Webisite in     English   ଓଡ଼ିଆ
Website last updated  : Mar 6 2023 2:57:14:223PM
kvkgajapati.ouat@gmail.com  9437492769
Farm Advisory
କଖାରୁ ଜାତୀୟ ପରିବା ଚାଷ କରୁଥିଲେ POLYTHENE ବେଗରେ ମଞ୍ଜି ପକାଇ ଚାରା ପ୍ରସ୍ତୁତ କରନ୍ତୁ ଏହାଦ୍ୱାରା ଜମି ପ୍ରସ୍ତୁତି ସମୟରେ ଚାରା ପ୍ରସ୍ତୁତ ହେବ ସହିତ ସମୟ ସଂଚୟ ହୋଇ ପାରିବ I
---------------------
ମୃତ୍ତିକା ପରୀକ୍ଷା କରି ଫଳାଫଳ ଅନୁସାରେ ଅନୁମୋଦିତ ଖାଦ୍ୟସାର ପ୍ରୟୋଗ କରନ୍ତୁ। ରୋଗ ପୋକରୁ ରକ୍ଷା କରିବା ପାଇଁ କୀଟନାଶକରେ ଅଠା ମିଶାଇ ସକାଳେ କିମ୍ବା ସଂନ୍ଧ୍ୟା ସମୟରେ ସିଂଚନ କରନ୍ତୁ।
---------------------
ଯେ କୌଣଷି ବିହନ, ଚାରା ବା ଔଷଧ କିଣିବା ପୁର୍ବରୁ କୃଷି ବିଭାଗ ଅଧିକାରି ବା ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନଂକ ପରାମର୍ଶ ନିୟନ୍ତୁ
---------------------
ଗଜପତି ଜ଼ିଲ୍ଲାର ଚାଷୀଭାଇ ଓ ଭଉଣୀମାନଙ୍କୂ ଅନୁରୋଧ କରାଯାଉଛିଯେ ସେମାନେ ନିଜ ଚାଷଜମିରୁ ମାଟି ନମୁନା ସଂଗ୍ରହକରି କୃଷି ବିଜ୍ଞାନ କେନ୍ଦ୍ରରେ ପରୀକ୍ଷା କରି ମୂର୍ତ୍ତିକା ସ୍ବାସ୍ଥ୍ୟ ପତ୍ରିକା ସଂଗ୍ରହ କରନ୍ତୁ ଓ ଫଳାଫଳ ଅନୁସାରେ ଅନୁମୋଦିତ ଖାଦ୍ୟସାର ପ୍ରୟୋଗ କରନ୍ତୁ।
---------------------
ଲେମ୍ବୁ ଗଛରେ ମୂଳରୁ ୧ ମି ଉଚତା ପର୍ଯ୍ୟନ୍ତ କୌଣସି ଡାଳ ରଖନ୍ତୁ ନାହିଁ ଏବଂ ଗଛକୁ BORDO MIXTURE (୧:୧ :୧୦୦ ଅନୁପାତ ର ତୁତିଆ, ଚୂନ ଏବଂ ପାଣି ) ସିଞ୍ଚନ କରନ୍ତୁ ।
---------------------

 

From Sr. Scientist & Head's Desk

Our Authorities
Prof. Pravat Kumar Roul

vice-chancellor, OUAT, Bhubaneswar

Prof. P J Mishra

Dean, Extension Education, OUAT, Bhubaneswar

Dr. S. K Roy

Director, ICAR-ATARI,ZONE-V, Kolkata

Hide Main content block

Weather Forecast

Office Location Map

Important website links

    OUAT   |    ICAR   |    ATARI Zone V   |    Government of Odisha   |    IMD Odisha   |    Agriculture Meteorology    |    Agri mart    |    Dept. of Agriculture Odisha    |    Gajapati District   

  Other KVK Website Links

    Angul   |    Balangir   |    Balasore   |    Bargarh   |    Bhadrak   |    Boudh   |    Cuttack   |    Deogarh   |    Dhenkanal   |    Ganjam-1   |    Ganjam-2   |    Jagatsinghapur   |    Jajapur   |    Jharsuguda   |    Kalahandi   |    Kandhamal   |    Kendrapara   |    Kendujhar   |    Khordha   |    Koraput   |    Malkangiri   |    Mayurbhanj-1   |    Mayurbhanj-2   |    Nabarangpur   |    Nayagarh   |    Nuapara   |    Puri   |    Rayagada   |    Sambalpur   |    Sonepur   |    Sundergarh-1   |    Sundergarh-2   

Copyright © Krishi Vigyan Kendra, Gajapati

Visitor Counter

Powered by nTier IT Solutions